ୟୁଜିସି ଅନୁଦାନ ଖର୍ଚ୍ଚ କରିପାରୁନି ଉତ୍କଳ ବିଶ୍ୱବିଦ୍ୟାଳୟ

୧୬୨ ବିଶ୍ୱବିଦ୍ୟାଳୟ ମଧ୍ୟରେ ତଳଆଡ଼ୁ ଦ୍ୱିତୀୟ, ଦ୍ୱାଦଶ ପଞ୍ଚବାର୍ଷିକରେ ଖର୍ଚ୍ଚ ହୋଇଛି ମାତ୍ର ୬% ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁଦାନ ଅର୍ଥ ଖର୍ଚ୍ଚ କରିପାରୁନି ଉତ୍କଳ ବିଶ୍ୱବିଦ୍ୟାଳୟ। ଦ୍ୱାଦଶ ପାଞ୍ଚ ବାର୍ଷିକ ଯୋଜନାରେ ମିଳିଥିବା ଟଙ୍କା ଖର୍ଚ୍ଚ କରିବାରେ ଉତ୍କଳ ଦେଶର ଅନ୍ୟ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ତୁଳନାରେ ବହୁ ପଛରେ ପଡ଼ିଛି। ଦେଶର ୧୬୨ଟି ରାଜ୍ୟ ବିଶ୍ୱବିଦ୍ୟାଳୟକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଉତ୍କଳ ବିଶ୍ୱବିଦ୍ୟାଳୟ ତଳ … Continue reading ୟୁଜିସି ଅନୁଦାନ ଖର୍ଚ୍ଚ କରିପାରୁନି ଉତ୍କଳ ବିଶ୍ୱବିଦ୍ୟାଳୟ